ଅମରନାଥ ଯାତ୍ରା ପାଇଁ ଆଜିଠୁ ପଞ୍ଜୀକରଣ ...Middle East

News room odisha - News
ଅମରନାଥ ଯାତ୍ରା ପାଇଁ ଆଜିଠୁ ପଞ୍ଜୀକରଣ
ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆଜିଠାରୁ (ଏପ୍ରିଲ ୧୫) ଆରମ୍ଭ ହୋଇଛି। ଏଥର ଯାତ୍ରା ୫୨ ଦିନ ଧରି ଚାଲିବ। ଗତବର୍ଷ ଏହି ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଥିଲା। ସରକାରୀ ଆଦେଶନାମା ଅନୁଯାୟୀ, ୧୩ ରୁ ୭୦ ବର୍ଷ ମଧ୍ୟରେ ଭାରତୀୟ ନାଗରିକମାନେ ଅମରନାଥ ଯାତ୍ରା କରିପାରିବେ। ଯାତ୍ରା ପାଇଁ ଆବଶ୍ୟକ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଚାଲିଛି । ଏପ୍ରିଲ୍ ୧୫ରୁ ପଞ୍ଜୀକରଣ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ହୋଇପାରିବ | ଅନଲାଇନ୍ ପଞ୍ଜୀକରଣ ପାଇଁ ଆପଣ ଅମରନାଥ ବୋର୍ଡର ଅଫିସିଆଲ୍ ୱେବସାଇଟରେ ଲଗ୍ ଇନ୍ କରିପାରିବେ। ଯଦି ଆପଣ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଶ୍ରୀ ଅମରନାଥଜୀ ଯାତ୍ରା ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ | ଏଥି ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏସବିଆଇ, ୟେସ୍ ବ୍ୟାଙ୍କ ଏବ

Hence then, the article about ଅମରନ ଥ ଯ ତ ର ପ ଇ ଆଜ ଠ ପଞ ଜ କରଣ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଅମରନାଥ ଯାତ୍ରା ପାଇଁ ଆଜିଠୁ ପଞ୍ଜୀକରଣ )

Apple Storegoogle play

Last updated :

Also on site :

Most viewed in News