ସଲମାନ ଖାନଙ୍କ ଘର ବାହାରେ ଫାୟରିଂ ...Middle East

News room odisha - News
ସଲମାନ ଖାନଙ୍କ ଘର ବାହାରେ ଫାୟରିଂ
ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ରବିବାର ସକାଳେ ବାଇକରେ ଆସି ଦୁଇ ଜଣ ଅଜଣା ବ୍ୟକ୍ତି ଫାଙ୍କା ଗୁଳିଚାଳନା କରିଛନ୍ତିି। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ରହୁଥିବା ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଭୋର୍ ପ୍ରାୟ ୫ ଟା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ଫରେନସିକ୍ ଟିମ୍ ସହ ମୁମ୍ବାଇ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଗତ ବର୍ଷ ମାର୍ଚ୍ଚରେ ସଲମାନ ଖାନଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ଏହା ପରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହି ଦୁଇ ଗ୍ୟାଙ୍ଗଷ୍ଟର ସଲମାନଙ୍କୁ ହତ୍ୟା ଧମକ ଦେଇ ଆସୁଛନ୍ତି। Th

Hence then, the article about ସଲମ ନ ଖ ନଙ କ ଘର ବ ହ ର ଫ ୟର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ସଲମାନ ଖାନଙ୍କ ଘର ବାହାରେ ଫାୟରିଂ )

Apple Storegoogle play

Last updated :

Also on site :

Most viewed in News