ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ ...Middle East

News room odisha - News
ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ
ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଶୁକ୍ରବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ବି ଅଛନ୍ତି। ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ମସ୍କୋ ଆତଙ୍କବାଦୀ ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ଏଥିରେ ବହୁ ଲୋକଙ୍କ ପ୍ରାଣହାନି ନେଇ ସେ ଦୁଃଖ ପ୍ରକାଶ କରିଛନ୍ତିି । ସେ ଟ୍ୱିଟ୍ କରି କହିଛନ୍ତି, “ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ। ଆମର ପ୍ରାର୍ଥନା ପୀଡିତଙ୍କ ପରିବାର ସହ ଅଛି | ଏହି ଦୁଃଖଦ ସମୟରେ ଭାରତ ରୁଷ ସରକାର ଏବଂ ଏହାର ଲୋକଙ୍କ ସହ ଛିଡ଼ା ହୋଇଛି। ” The post ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ appeared first on News Room Odisha.

Hence then, the article about ମସ କ ର ଆତଙ କବ ଦ ଆକ ରମଣ ୬୦ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ )

Apple Storegoogle play

Last updated :

Also on site :

Most viewed in News