ଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି ...Middle East

News room odisha - News
ଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ୬ ବର୍ଷ ପରେ ଏନଡିଏକୁ ଫେରିବା ନିଶ୍ଚିତ ହୋଇଛି। ଆଜି ଏନେଇ ଘୋଷଣା ହୋଇପାରେ। ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମେଣ୍ଟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଯୋଗ ଦେଇଥିଲେ। ତାଙ୍କ ଦଳ ଏନଡିଏରେ ସାମିଲ ହେଉଛି ବୋଲି ଟିଡିପି ସାଂସଦ କନକମେଦାଲା ରବିନ୍ଦ୍ର କୁମାର କହିଛନ୍ତି । ଏନେଇ ଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ ବୋଲି ସେ କହିଛନ୍ତିି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ଆନ୍ଧ୍ର ପ୍ରଦେଶରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ମେଣ୍ଟ ଉପରେ ଆଲୋଚନା ହୋଇଥିଲା। ଟିଡିପି ସାଂସଦ କେ.ରବିନ୍ଦ୍ର କୁମାର ଶୁକ୍ରବାର କହିଥିଲେ ଯେ ଆଗାମୀ ନିର୍ବାଚନରେ ​​ବିଜେପି, ଟିଡିପି ଏବଂ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ ନେଇ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍

Hence then, the article about ଏନଡ ଏକ ୬ ବର ଷ ପର ଫ ର ବ ଟ ଡ ପ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି )

Apple Storegoogle play

Last updated :

Also on site :

Most viewed in News