ଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ ...Middle East

News room odisha - News
ଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ
ଫୁଲବାଣୀ – ଘାଟୀରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଫୁଲବାଣୀ ଜିଲ୍ଲା ରାଣୀପଥର ଘାଟୀରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଫୁଲବାଣୀରୁ ଅନୁଗୁଳ ଯାଉଥିବା ବେଳେ ଡିଭାଇଡର ଭାଙ୍ଗି ଓଲଟି ପଡ଼ିଥିବା ଜଣାପଡିଛି। ବସରେ ୪୦ ଜଣଙ୍କ ଯାତ୍ରୀ ଥିଲେ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଦୁର୍ଘଟଣା ଘଟିଛି। The post ଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ appeared first on News Room Odisha.

Hence then, the article about ଘ ଟ ର ଓଲଟ ଲ ବସ ୧୫ର ଅଧ କ ଆହତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ )

Apple Storegoogle play

Last updated :

Also on site :