ଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍ ...Middle East

News room odisha - News
ଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସାହିରାମଙ୍କୁ ଦକ୍ଷିଣ ଦିଲ୍ଲୀର ପ୍ରାର୍ଥୀ କରାଯାଇଛି। ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର ଓ ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ ଲଢ଼ିବେ। ହରିୟାଣାର କୁରୁକ୍ଷେତ୍ରରୁ ସୁଶୀଲ ଗୁପ୍ତା ଆପର ପ୍ରାର୍ଥୀ ହୋଇଛନ୍ତି । ଦିଲ୍ଲୀ ଓ ହରିୟାଣା ସହ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପାଞ୍ଚ ରାଜ୍ୟରେ ଏକାଠି ନିର୍ବାଚନ ଲଢ଼ିବେ । ଦିଲ୍ଲୀର ୭ଟି ଆସନ ମଧ୍ୟରୁ ଆପ୍ ୪ଟି ଏବଂ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବେ। ହରିୟାଣାରେ କଂଗ୍ରେସ ୯ଟି ଓ ଆପ୍ ଗୋଟିଏ ଆସନରେ ଲଢ଼ିବ। ଉଭୟ ଦଳ ‘ଇଣ୍ଡିଆ’ ମେଣ୍ଟର ଅଂଶ ଅଟନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଜିତିଥିଲା। The post ଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପ

Hence then, the article about ଲ କସଭ ନ ର ବ ଚନ ଦ ଲ ଲ ଓ ହର ୟ ଣ ପ ଇ ପ ର ର ଥ ଘ ଷଣ କଲ ଆପ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍ )

Apple Storegoogle play

Last updated :

Also on site :

Most viewed in News