ଆଘାତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଲେ ସାମି ...Middle East

News room odisha - News
ଆଘାତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଲେ ସାମି
ନୂଆଦିଲ୍ଲୀ: ବାମ ଗୋଇଠିରେ ଆଘାତ ଯୋଗୁଁ ଦ୍ରୁତ ବୋଲର ମହମ୍ମଦ ସାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ଲଣ୍ଡନରେ ସାମିଙ୍କ ଅସ୍ତ୍ରୋପଚାର ହେବ । ଏହି ୩୩ ବର୍ଷୀୟ ବୋଲର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଖେଳୁ ନାହାଁନ୍ତି। ସେ ଶେଷ ଥର ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଖେଳିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଘାତପ୍ରାପ୍ତ ଗୋଇଠିରେ ଏକ ସ୍ପେଶାଲ୍ ଇଞ୍ଜେକ୍ସନ ଦେବା ପାଇଁ ସାମି ଜାନୁଆରୀ ଶେଷ ସପ୍ତାହରେ ଲଣ୍ଡନ ଯାଇଥିଲେ। ତାଙ୍କୁ କୁହାଯାଇଥିଲା ଯେ ତିନି ସପ୍ତାହ ପରେ ସେ ଧିରେ ଧିରେ ଦୌଡ଼ିବା ଆରମ୍ଭ କରିପାରିବେ । ଏଥିସହ ଏହି ଇଞ୍ଜେକ୍ସନ ମଧ୍ୟ ନେଇ ପାରିବେ । କିନ୍ତୁ ଇଞ୍ଜେକ୍ସନ୍ କାମ କରୁନାହିଁ । ଏବେ ତାଙ୍କ ପାଖରେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ । ସେ ଶୀଘ୍ର ଅସ୍ତ୍ରୋପଚାର ପାଇଁ ବ୍ରିଟେନ ଯିବେ। ଏପରି

Hence then, the article about ଆଘ ତ ଯ ଗ ଆଇପ ଏଲର ବ ଦ ପଡ ଲ ସ ମ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଘାତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଲେ ସାମି )

Apple Storegoogle play

Last updated :

Also on site :