ବୋଲେରୋ- ଟ୍ରକ ମୁହାଁମୁହିଁ , ୧୨ଗୁରୁତର ...Middle East

News room odisha - News
ବୋଲେରୋ- ଟ୍ରକ ମୁହାଁମୁହିଁ , ୧୨ଗୁରୁତର
ବୌଦ୍ଧ ୦୪ / ୦୨ : ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖବର ଅନୁଯାୟୀ , ସମସ୍ତ ଯାତ୍ରୀ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିଲେ । ହେଲେ ଅଧାରାସ୍ତାରେ ଘଟିଲା ଅଘଟଣ । ବୋଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଗାଡିରେ ୧୨ ଜଣ ଯାତ୍ରୀ ଆହତ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ବାଉଁଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖୁଛି । ବାକି ଗୁରୁତରଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ଥ‌ିବା ଜଣାପଡିଛି । The pos

Hence then, the article about ବ ଲ ର ଟ ରକ ମ ହ ମ ହ ୧୨ଗ ର ତର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବୋଲେରୋ- ଟ୍ରକ ମୁହାଁମୁହିଁ , ୧୨ଗୁରୁତର )

Apple Storegoogle play

Last updated :

Also on site :

Most viewed in News