ନୂତନ ବର୍ଷ ଏକ ଅନୁଚିନ୍ତା ...Middle East

News room odisha - News
ନୂତନ ବର୍ଷ ଏକ ଅନୁଚିନ୍ତା
ଆଜି ବିଶ୍ଵବ୍ୟାପୀ ନୂତନ କ୍ୟାଲେଣ୍ଡର ଅନୁସାରେ ୨୦୨୪ ମସିହା ଆରମ୍ଭ ହୋଇଛି। କିନ୍ତୁ ନୂତନ ବର୍ଷ ଏକ ଉତ୍ସବ ରୂପେ ସମସ୍ତ ବିଶ୍ୱରେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ତିଥି ତଥା ବିଧିରେ ପାଳନ କରାଯାଏ ।ବିଭିନ୍ନ ସମ୍ପ୍ରଦାୟର ନବବର୍ଷ ସମାରୋହ ଭିନ୍ନଭିନ୍ନ ହୋଇଥାଏ ଏବଂ ଏହାର ମହତ୍ୱର ମଧ୍ୟ ବିଭିନ୍ନ ସଂସ୍କୃତିରେ ପରସ୍ପର ଭିନ୍ନତା ହୋଇଥାଏ । ହିବୃ ନବବର୍ଷ ହିବୃ ମାନ୍ୟତା ଅନୁସାରେ ଭଗବାନଦ୍ୱାରା ବିଶ୍ୱକୁ ତିଆରି କରିବାରେ ସାତଦିନ ଲାଗିଥିଲା । ଏହି ସାତଦିନ ସନ୍ଧାନ ପରେ ନୂଆବର୍ଷ ମନାଯାଏ।ଏହି ଦିନ ଗ୍ରେଗରୀ କ୍ୟାଲେଣ୍ଡର ଅନୁସାରେ ୫ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ଆସିଥାଏ । ହିନ୍ଦୁ ନବବର୍ଷ ହିନ୍ଦୁମାନଙ୍କ ନବବର୍ଷ ଚୈତ୍ରମାସ ନବରାତ୍ରିର ପ୍ରଥମ ଦିନ ପାଳନ କରାଯାଇଥାଏ। ଚିନି ନବବର୍ଷ ଚିନି କ୍ୟାଲେଣ୍ଡର ଅନୁସାରେ ପ୍ରଥମ ମାସର ପ୍ରଥମ ଚନ୍ଦ୍ରଦିବସକୁ ନବବର୍ଷ ରୂପେ ପାଳନ କରାଯାଏ । ଏହା ପ୍ରାୟତଃ ୨୧ ଜାନୁଆରୀରୁ ୨୧ ଫେବୃଆରୀ ମଧ୍ୟରେ ପଡିଥାଏ

Hence then, the article about ନ ତନ ବର ଷ ଏକ ଅନ ଚ ନ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ନୂତନ ବର୍ଷ ଏକ ଅନୁଚିନ୍ତା )

Apple Storegoogle play

Last updated :

Also on site :

Most viewed in News