ଶସ୍ତା ହେଲା ଏଲପିଜି ସିଲିଣ୍ଡର ...Middle East

News room odisha - News
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଶସ୍ତା ହୋଇଛି ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୩୯.୫୦ ଟଙ୍କା ହ୍ରାସ କରିଛନ୍ତି। ଏଥିସହ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୭୫୭.୫୦ରେ ଉପଲବ୍ଧ ହେବ | ଆଜିଠାରୁ ଅର୍ଥାତ୍ ଡିସେମ୍ବର ୨୨ରୁ ନୂଆ ଦର ଲାଗୁ ହେବ | ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। The post ଶସ୍ତା ହେଲା ଏଲପିଜି ସିଲିଣ୍ଡର appeared first on News Room Odisha.

Hence then, the article about ଶସ ତ ହ ଲ ଏଲପ ଜ ସ ଲ ଣ ଡର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଶସ୍ତା ହେଲା ଏଲପିଜି ସିଲିଣ୍ଡର )

Apple Storegoogle play

Last updated :

Also on site :

Most viewed in News


Latest News