ଆଜି କ୍ୟାବିନେଟ ବୈଠକ ...Middle East

News room odisha - News
ଆଜି କ୍ୟାବିନେଟ ବୈଠକ
ଭୁବନେଶ୍ୱର – ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ସକାଳ ୧୦ଟାରେ କ୍ୟାବିନେଟ ବୈଠକ ବସିବ । ଆଜିର ବୈଠକରେ ବିଭିନ୍ନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଦୁଇଟି ମୁଖ୍ୟ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜିର କ୍ୟାବିନେଟ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । The post ଆଜି କ୍ୟାବିନେଟ ବୈଠକ appeared first on News Room Odisha.

Hence then, the article about ଆଜ କ ୟ ବ ନ ଟ ବ ଠକ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜି କ୍ୟାବିନେଟ ବୈଠକ )

Apple Storegoogle play

Last updated :

Also on site :



Latest News