ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜିଆରଏସ ...Middle East

News room odisha - News
ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜିଆରଏସ
ଭବାନୀପାଟଣା – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ବଡକର୍ଲାକୋଟ ଜିଆରଏସଙ୍କୁ ବାନ୍ଧିଛି ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆରଏସ ମାର୍ଗାରେଟ ପାଣିଗ୍ରାହୀ ଧରାପଡ଼ିଛନ୍ତି। ଜଣେ ଜବ୍ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। The post ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜିଆରଏସ appeared first on News Room Odisha.

Hence then, the article about ଭ ଜ ଲ ନ ସ ହ ତର ଧର ପଡ ଲ ଲ ଞ ଚ ଆ ଜ ଆରଏସ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜିଆରଏସ )

Apple Storegoogle play

Last updated :

Also on site :

Most viewed in News


Latest News