ଆଜି ନନ୍ଦନକାନନ ନୂଆ ରୋପ୍ ୱେର ଉଦଘାଟନ ...Middle East

News room odisha - News
ଆଜି ନନ୍ଦନକାନନ ନୂଆ ରୋପ୍ ୱେର ଉଦଘାଟନ
ଭୁବନେଶ୍ୱର – ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନରେ ନୂଆ ରୋପ୍ ୱେ ଆଜି ଉଦଘାଟିତ ହେବ । ଆଜି ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜଗନ୍ନାଥ ସାରକା । ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନୂଆ ରୋପ୍ ୱେ ଉପଲବ୍ଧ ହେବ। ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। The post ଆଜି ନନ୍ଦନକାନନ ନୂଆ ରୋପ୍ ୱେର ଉଦଘାଟନ appeared first on News Room Odisha.

Hence then, the article about ଆଜ ନନ ଦନକ ନନ ନ ଆ ର ପ ୱ ର ଉଦଘ ଟନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜି ନନ୍ଦନକାନନ ନୂଆ ରୋପ୍ ୱେର ଉଦଘାଟନ )

Apple Storegoogle play

Last updated :

Also on site :

Most viewed in News