୩୦୦ ଫୁଟ ଖାଇକୁ ଖସିଲା ବସ୍, ୩୬ ମୃତ ...Middle East

News room odisha - News
୩୦୦ ଫୁଟ ଖାଇକୁ ଖସିଲା ବସ୍, ୩୬ ମୃତ
ଡୋଡା: ଏକ ଯାତ୍ରୀବାହୀ ବସ୍ ବୁଧବାର ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ୩୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି । ଜମ୍ମୁ ବିଭାଗୀୟ କମିଶନର ରମେଶ କୁମାରଙ୍କ ସୂଚନା ମୁତାବକ ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ବସ୍ ବଟୋଟେ-କିସ୍ତଓ୍ବାଡା ଜାତୀୟ ରାଜପଥର ଟ୍ରୁଙ୍ଗାଲ-ଆସାର ନିକଟ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ୩୦୦ ଫୁଟ ତଳକୁ ଖସିପଡିଥିଲା। ସେ କହିଛନ୍ତି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କିଛି ମୃତଦେହ ଉଦ୍ଧାର କରାଯାଇଛି। The post ୩୦୦ ଫୁଟ ଖାଇକୁ ଖସିଲା ବସ୍, ୩୬ ମୃତ appeared first on News Room Odisha.

Hence then, the article about ୩୦୦ ଫ ଟ ଖ ଇକ ଖସ ଲ ବସ ୩୬ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ୩୦୦ ଫୁଟ ଖାଇକୁ ଖସିଲା ବସ୍, ୩୬ ମୃତ )

Apple Storegoogle play

Last updated :

Also on site :