ଆଉ ଏକ ହାତୀର ମୃତ୍ୟୁ ...Middle East

News room odisha - News
ଆଉ ଏକ ହାତୀର ମୃତ୍ୟୁ
ଢେଙ୍କାନାଳ – ଆଉ ଏକ ହାତୀର ମୃତ୍ୟୁ।‌ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଆଜି ଠାବ ହୋଇଛି। ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରେ ହାତୀର ମୃତଦେହ ଠାବ ହୋଇଛି। ଦନ୍ତାର ବୟସ ୨୦ ରୁ ୨୫ ବର୍ଷ ହେବ। କେଉଁ କାରଣରୁ ଦନ୍ତାର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି। The post ଆଉ ଏକ ହାତୀର ମୃତ୍ୟୁ appeared first on News Room Odisha.

Hence then, the article about ଆଉ ଏକ ହ ତ ର ମ ତ ୟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଉ ଏକ ହାତୀର ମୃତ୍ୟୁ )

Apple Storegoogle play

Last updated :

Also on site :