ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର ...Middle East

News room odisha - News
ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ନଭେମ୍ବର ମାସ ଆରମ୍ଭରୁ ଲୋକଙ୍କୁ ଲାଗିଛି ମହଙ୍ଗା ଝଟକା । ପିଆଜ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ରୋଷେଇ ଘର ବଜେଟ୍ ପ୍ରଭାବିତ ହୋଇଥିବା ବେଳେ ଏବେ ପୁଣି ଏଲପିଜି ସିଲିଣ୍ଡର ଦର ବଢ଼ିଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବଢ଼ାଇଛନ୍ତି । ସିଲିଣ୍ଡର ପିଛା ୧୦୧.୫୦ ଟଙ୍କା ବୃଦ୍ଧି କରାଯାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ଏବେ ୧୭୩୧ରୁ ବୃଦ୍ଧି ପାଇ ୧୮୩୩ ଟଙ୍କା ହୋଇଯାଇଛି। ମୁମ୍ବାଇରେ ଏହା ୧୮୮୫.୫୦ ଟଙ୍କା, କୋଲକାତାରେ ୧୯୪୩, ଚେନ୍ନାଇରେ ୧୯୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ହୋଇଛି | The post ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର appeared first on News Room Odisha.

Hence then, the article about ବଢ ଲ କମର ସ ଆଲ ଏଲପ ଜ ସ ଲ ଣ ଡର ଦର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର )

Apple Storegoogle play

Last updated :

Also on site :

Most viewed in News