ଆଇପିଏସ ସ୍ତରରେ ଅଦଳବଦଳ  ...Middle East

News room odisha - News
ଆଇପିଏସ ସ୍ତରରେ ଅଦଳବଦଳ 
ଭୁବନେଶ୍ୱର – ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ଓଏସଡି ଅରୁଣ କୁମାର ରୟଙ୍କୁ ବଦଳି କରାଯାଇ କଟକ ସ୍ଥିତ ଓଡ଼ିଶା ପ୍ରିଣ୍ଟିଂ ପ୍ରେସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଚଆରପିସି ସ୍ୱତନ୍ତ୍ର ଡିଜିପି ଏ.ଏମ ପ୍ରସାଦ ରୟଙ୍କୁ ମଧ୍ୟ ବଦଳି କରାଯାଇ ନୂଆ ଜେଲ୍ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଓଡ଼ିଶା ପ୍ରିଣ୍ଟିଂ ପ୍ରେସ ନିର୍ଦ୍ଦେଶକ ଥିବା ଉମାଶଙ୍କର ଦାସଙ୍କୁ ଏଚଆରପିସିର ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଛି। କମିଶନରେଟ ପୋଲିସ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କୁ ରାଜ୍ୟ ଗୁଇନ୍ଦା ଶାଖା ଡିଆଇଜି ଭାବେ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଡିଆଇଜି ବ୍ରଜେଶ କୁମାର ରୟଙ୍କୁ କମିଶନରେଟ ପୋଲିସର ଅତିରିକ୍ତ ସିପି ଭାବେ ବଦଳି କରାଯାଇଛି। The post ଆଇପିଏସ ସ୍ତରରେ ଅଦଳବଦଳ  appeared first on News Room Odisha.

Hence then, the article about ଆଇପ ଏସ ସ ତରର ଅଦଳବଦଳ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଇପିଏସ ସ୍ତରରେ ଅଦଳବଦଳ  )

Apple Storegoogle play

Last updated :

Also on site :

Most viewed in News