ଗଗନଯାନ ମିଶନ ଯାନର ପରୀକ୍ଷଣ ସଫଳ ...Middle East

News room odisha - News
ଗଗନଯାନ ମିଶନ ଯାନର ପରୀକ୍ଷଣ ସଫଳ
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଗଗନଯାନ ମିଶନ ଯାନର ସଫଳ ପରୀକ୍ଷଣ କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଥମେ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଦ୍ବିତୀୟ ଉଦ୍ୟମରେ ପୂର୍ବାହ୍ନ ୧୦ଟାରେ ଦ୍ବିତୀୟ ଉଦ୍ୟମରେ ଟେଷ୍ଟ ଭେଇକଲ୍ ଆବର୍ଟ ମିଶନ୍-୧ (ଟିଭି- ଡି୧)ର ସଫଳ ପରୀକ୍ଷଣ ହୋଇଛି | ଏହା ଏକ ମାନବ ରହିତ ଯାନ ଥିଲା । ଗଗନଯାନ ମିଶନ ସମୟରେ ରକେଟରେ କୌଣସି ତ୍ରୁଟି ରହିଲେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ କିପରି ସୁରକ୍ଷିତ ଅଣାଯାଇ ପାରିବ ତାହା ଏହି ପରୀକ୍ଷଣର ଲକ୍ଷ୍ୟ ଥିଲା । ଏହି ପରୀକ୍ଷଣ ପ୍ରାୟ ୮ ମିନିଟର ଥିଲା | ଏହି ମିଶନ ଯାନ‌ ପରୀକ୍ଷଣ ସମୟରେ ୧୭ କିଲୋମିଟର ଉପରକୁ ଯିବା ପରେ କ୍ରୁ ମଡ୍ୟୁଲ୍ ଶ୍ରୀହାରିକୋଟା ଠାରୁ ୧୦ କିଲୋମିଟର ଦୂରରେ ଥିବା ବଙ୍ଗୋପସାଗରରେ ସଫଳତାର ସହ ଅବତରଣ କରିଥିଲା | ଏହାପୂର୍ବରୁ ଆଜି ମିଶନକୁ ଦୁଇଥର ସ୍ଥଗିତ ର

Hence then, the article about ଗଗନଯ ନ ମ ଶନ ଯ ନର ପର କ ଷଣ ସଫଳ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଗଗନଯାନ ମିଶନ ଯାନର ପରୀକ୍ଷଣ ସଫଳ )

Apple Storegoogle play

Last updated :

Also on site :

Most viewed in News


Latest News