ମା’ ସିଦ୍ଧଭୈରବୀ ପୀଠରେ ନବରାତ୍ର ପୂଜା ...Middle East

News room odisha - News
ମା’ ସିଦ୍ଧଭୈରବୀ ପୀଠରେ ନବରାତ୍ର ପୂଜା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ମନ୍ତ୍ରିଡି ଠାରେ ବିଜେ ମା’ ସିଦ୍ଧଭୈରବୀଙ୍କ ବାସନ୍ତୀକ ନବରାତ୍ର ପୂଜା ଧୁମଧାମରେ ପାଳନ କରାଯାଉଛି। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ଚୈତ୍ର ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ୯ ଦିବସୀୟ ପୂଜା ହୋଇଥାଏ। ପ୍ରତ୍ୟହ ସକାଳୁ ଷଡାଙ୍ଗ, ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ବିଲ୍ବ ପୂଜା, ପୀଠ ପୂଜା, ଦେବୀଙ୍କ ଉପଚାର ଓ ଚଣ୍ଡିପାଠ କରାଯାଏ।ଶତଚଣ୍ଡି ପାଠର ପ୍ରତି ଶ୍ଲୋକରେ ଆହୁତି, ଉପଚାର, ଧୂପ, ଆଳତୀ, ପୁଷ୍ପାଞ୍ଜଳୀ, ବଳିପୂଜା ପରେ ରାତ୍ରଧୂପ ନୀତି ସମ୍ପନ୍ନ ହୁଏ। ଏହି ମନ୍ଦିରରେ ପଶୁ ବଳି ବଦଳରେ ପାଣି କଖାରୁ ବଳି ଦିଆଯାଏ। ସପ୍ତମୀ ତିଥିର ଶେଷ ଓ ଅଷ୍ଟମୀ ତିଥିର ଆଦ୍ୟ ପ୍ରହରରେ ସନ୍ଧି ପୂଜା କରାଯାଏ। ଏହି ପୀଠରେ ଦଶହରା ଓ ନବରାତ୍ରୀ ପାଳନର ମଧ୍ୟ ସ୍ବତନ୍ତ୍ରତା ରହିଛି। ରବିବାରରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ମା’ ଭୈରବୀ ପୂଜା ପୂର୍ବରୁ ଶନିବ

Hence then, the article about ମ ସ ଦ ଧଭ ରବ ପ ଠର ନବର ତ ର ପ ଜ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମା’ ସିଦ୍ଧଭୈରବୀ ପୀଠରେ ନବରାତ୍ର ପୂଜା )

Apple Storegoogle play

Last updated :

Also on site :