ଅଭିନେତା ରଣବୀର କପୁରଙ୍କୁ ଇଡି ସମନ ...Middle East

News room odisha - News
ଅଭିନେତା ରଣବୀର କପୁରଙ୍କୁ ଇଡି ସମନ
ନୂଆଦିଲ୍ଲୀ: ଅନଲାଇନ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି । ଅକ୍ଟୋବର ୬ରେ ଜେରା ପାଇଁ ରଣବୀରଙ୍କୁ ଡାକିଛି ଏହି କେନ୍ଦ୍ରୀୟ ସଂସ୍ଥା । ରଣବୀର ‘ମହାଦେବ’ ନାମକ ଅନଲାଇନ ବେଟିଂ ଆପ୍ ପାଇଁ ବିଜ୍ଞାପନ କରିଥିଲେ | ଏଥିପାଇଁ ତାଙ୍କୁ ପ୍ରଚୁର ଟଙ୍କା ମିଳିଥିଲା। ବିଜ୍ଞାପନ ମାଧ୍ୟମରେ ଅନଲାଇନ୍ ଗେମର ଫଣ୍ଡିଂ ନେଇ ମଧ୍ୟ ତଦନ୍ତ କରୁଛି ଇଡି। ଏହାଛଡ଼ା ଏହି ମାମଲାର ଅଭିଯୁକ୍ତ ତଥା ମହାଦେବ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବିବାହରେ ମଧ୍ୟ ରଣବୀର ଯୋଗ ଦେଇଥିଲେ। ଦୁବାଇରେ ଆୟୋଜିତ ନିଜ ବିବାହ ଉତ୍ସବରେ ସୌରଭ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ରଣବୀର କପୁରଙ୍କ ସମେତ ଅନେକ ବଲିଉଡ୍ ସେଲିବ୍ରିଟି ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ସୌରଭ ହାୱାଲା ମାଧ୍ୟମରେ କଳାକାରମାନଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଟାଇଗର ଶ୍ରଫ୍,

Hence then, the article about ଅଭ ନ ତ ରଣବ ର କପ ରଙ କ ଇଡ ସମନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଅଭିନେତା ରଣବୀର କପୁରଙ୍କୁ ଇଡି ସମନ )

Apple Storegoogle play

Last updated :

Also on site :



Latest News