ଘାଟୀରେ ଓଲଟି ପଡ଼ିଲା ବସ୍ , ୧୫ ଯାତ୍ରୀ ଆହତ ...Middle East

News room odisha - News
ଘାଟୀରେ ଓଲଟି ପଡ଼ିଲା ବସ୍ , ୧୫ ଯାତ୍ରୀ ଆହତ
ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଇନ୍ଦ୍ରପୁର ଘାଟିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଘାଟିରେ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରେ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବସ୍‌ଟି ଲଦିଗୁଡ଼ାରୁ ମୋହନା ଅଭିମୁଖେ ଯାଉଥିଲା ବେଳେ ଇନ୍ଦ୍ରପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ୍ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସାପରେ ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସରେ ୩୩ ଜଣ ଯାତ୍ରୀ ଥିଲେ । The post ଘାଟୀରେ ଓଲଟି ପଡ଼ିଲା ବସ୍ , ୧୫ ଯାତ୍ରୀ ଆହତ appeared first on News Room Odisha.

Hence then, the article about ଘ ଟ ର ଓଲଟ ପଡ ଲ ବସ ୧୫ ଯ ତ ର ଆହତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଘାଟୀରେ ଓଲଟି ପଡ଼ିଲା ବସ୍ , ୧୫ ଯାତ୍ରୀ ଆହତ )

Apple Storegoogle play

Last updated :

Also on site :

Most viewed in News