ଖାଇକୁ ଖସିଲା ବସ୍, ୮ ମୃତ ...Middle East

News room odisha - News
ଖାଇକୁ ଖସିଲା ବସ୍, ୮ ମୃତ
ନୀଳଗିରି (ତାମିଲନାଡୁ): ତାମିଲନାଡୁର ନୀଳଗିରିରେ ଶନିବାର ଏକ ଟୁରିଷ୍ଟ ବସ୍ ଖାଇରେ ଖସିପଡିବାରୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସୂଚନା ଅନୁଯାୟୀ, ଏହି ଘଟଣା କୁନୁର ନିକଟ ମାରାପଲମ ନିକଟରେ ଘଟିଛି। ଟୁରିଷ୍ଟ ବସ୍ ଊଟିରୁ ମେଟୁପଲାୟମ ଯାଉଥିଲା ବେଳେ ଏକ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ବସରେ ୫୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ମାନଙ୍କୁ କୋଏମ୍ବାଟୁର ପଠାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୮ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଲେଖାଏଁ ସହାୟତା ରାଶି ଘୋଷଣ

Hence then, the article about ଖ ଇକ ଖସ ଲ ବସ ୮ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଖାଇକୁ ଖସିଲା ବସ୍, ୮ ମୃତ )

Apple Storegoogle play

Last updated :

Also on site :



Latest News