ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ...Middle East

News room odisha - News
ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ
ମୁମ୍ବାଇ: ମନୋରଞ୍ଜନ ଜଗତରୁ ଆସିଛି ଦୁଃଖଦ ଖବର | ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ମିଶ୍ରା ପଡ଼ିଯାଇଥିଲେ । ଅଖିଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଖିଳ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ | ସେ ଭଓ୍ବଁର, ଉତ୍ତରଣ, ଉଡାନ୍, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ୍ ଖୋଜ୍, ରଜନୀ ଭଳି ଟିଭି ସୋ’ କରିଥିଲେ। ଏହାଛଡ଼ା ଅଖିଳ ମିଶ୍ରା ଡନ୍ ଆବା, ହାଜାରୋଁ ଖ୍ବାଇସେ ଐସି, ୩ ଇଡିୟଟ୍ସ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ | ଅଖିଳ ଅନେକ ବର୍ଷ ଧରି ମନୋରଞ୍ଜନ ଜଗତ ସହ ଜଡ଼ିତ ଥିଲେ । ତେବେ ‘୩ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଡୁବି ଭୂମିକା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ | ‘ଉତ୍ତରଣ’ ସିରିଏଲରେ ଉମେଦ ସିଂ ବୁଦେଲା ଭୂମିକାରେ ମଧ

Hence then, the article about ଅଭ ନ ତ ଅଖ ଳ ମ ଶ ର ଙ କ ପରଲ କ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ )

Apple Storegoogle play

Last updated :

Also on site :