ମରୋକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ମୃତ ...Middle East

News room odisha - News
ମରୋକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ମୃତ
ରଓ୍ବାତ: ଭୟଙ୍କର ଭୂମିକମ୍ପରେ ଥରିଲା ମରୋକ୍କୋ। ଶୁକ୍ରବାର ରାତିରେ ମରୋକ୍କୋରେ ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସମୟ ରାତି ୧୧:୧୧ ରେ ଏହି ଭୂକମ୍ପ ଘଟିଥିଲା । ମାରାକେଶ ଥିଲା ଏହାର କେନ୍ଦ୍ରସ୍ଥଳ । ଭୂକମ୍ପରେ ମରୋକ୍କୋ ଉପକୂଳବର୍ତ୍ତୀ ସହର ରଓ୍ବାତ, କାସାବ୍ଲାଙ୍କା ଏବଂ ଏସାଉଇରା ଅଧିକ ପ୍ରଭାବିତ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓ ଗୁଡିକରୁ ଭୂକମ୍ପ କେତେ ଭୟଙ୍କର ଥିଲା ତାହା ଜଣାପଡ଼ୁଛି । ଭିଡିଓ ଗୁଡିକରେ ଚାରିଆଡେ ଧ୍ବଂସର ଦୃଶ୍ୟ ଦେଖିବାକୁ ମିଳୁଛି | ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ଅନେକ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି । ଆଫ୍ରିକୀୟ ଏବଂ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ରହିଥିବା ଯୋଗୁଁ ମରୋକ୍କୋର ଉତ୍ତର ଅଞ୍ଚଳରେ ନିୟମିତ ବ୍ୟବଧାନରେ ଭୂକମ୍ପ ଘଟିଥାଏ | ୨୦୦୪ରେ ଦେଶର ଅଲ ହୋସିମାରେ ଆସିଥିବା ଭୂକମ୍ପରେ ଅତି କମ

Hence then, the article about ମର କ କ ର ଭୟଙ କର ଭ କମ ପ ୨୯୬ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ମରୋକ୍କୋରେ ଭୟଙ୍କର ଭୂକମ୍ପ, ୨୯୬ ମୃତ )

Apple Storegoogle play

Last updated :

Also on site :



Latest News