ହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା ...Middle East

News by : (News room odisha) -
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନର ମତଗଣନା ଜାରି ରହିଛି। ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଇତିମଧ୍ୟରେ କର୍ଣ୍ଣାଟକର ହାସନ ଲୋକସଭା ଆସନର ଫଳାଫଳ ଆସିଯାଇଛି। ଏଠାରେ ଏଥର ଏନଡିଏ ପ୍ରାର୍ଥୀ ଭାବେ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ହାରିଯାଇଛନ୍ତି। କଂଗ୍ରେସର ଶ୍ରେୟାସ ପଟେଲ ୪୪,୦୦୦ ଭୋଟରେ ରେଭନ୍ନାଙ୍କୁ ପରାସ୍ତ କରିଛନ୍ତି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ଏପ୍ରିଲ ୨୭ରେ ଦେଶ ଛାଡ଼ି ଜର୍ମାନୀ ପଳାଇଥିଲେ । ତେବେ ମେ ୩୧ରେ ସ୍ବଦେଶ ଫେରିବା ପରେ ତାଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା। ସେ ଏବେ ପୋଲିସ ହାଜତରେ ଅଛନ୍ତି। ରେଭନ୍ନା ୨୦୧୯ରେ ହାସନ ଆସନରୁ ବିଜୟୀ ହୋଇଥିଲେ। The post ହାସନ ଆସନରୁ ହାରିଲେ ପ୍ରଜ

Hence then, the article about ହ ସନ ଆସନର ହ ର ଲ ପ ରଜ ବଳ ର ଭନ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା )

Last updated :

Also on site :

Most Viewed News
جديد الاخبار