ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ ...Middle East

News by : (News room odisha) -
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। ଆସିକା ଲୋକସଭା ଆସନ ଓ ଏଥିଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ହିଞ୍ଜିଳି, ସାନଖେମୁଣ୍ଡି, ଆସିକା, ପୋଲସରା, କବିସୂର୍ଯ୍ୟନଗର, ସୋରଡ଼ା ଓ ଖଲ୍ଲିକୋଟରେ ମତଦାନ ଜାରି ରହିଛି। ଏଥିସହ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟିଂ ଚାଲିଛି। ଆସିକା ସାଂସଦ ପ୍ରାର୍ଥୀ ୪ ଜଣ ଓ ଉପରୋକ୍ତ ୮ଟି ବିଧାନସଭା ଆସନର ୪୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର। ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ହିଞ୍ଜିଳି), ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ (ଭଞ୍ଜନଗର), ପୂର୍ବତନ ମନ୍ତ୍ରୀ ତଥା ଲଗାତାର ତୃତୀୟ ଥର ନିର୍ବାଚନ ଲଢୁଥିବା ଶ୍ରୀକାନ୍ତ ସାହୁ (ପୋଲସରା) ପ୍ରମୁଖ ରହିଛନ୍ତି। ଏହି ନିର୍ବାଚନରେ ବିଜେଡିର ଜଣେ ସାଂସଦ ଓ ୫ ଜଣ ବିଧାୟକ ମହିଳା ପ୍ରାର୍ଥୀ ରହିଥିବା ବେଳେ ବିଜେପ

Hence then, the article about ଆସ କ ଲ କସଭ ଆସନର ଉତ ସ ହଜନକ ଭ ଟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆସିକା ଲୋକସଭା ଆସନରେ ଉତ୍ସାହଜନକ ଭୋଟିଂ )

Last updated :

Also on site :

Most Viewed News
جديد الاخبار