ଖଣିକୁ ଖସିଲା ବସ୍, ୧୨ ମୃତ ...Middle East

News by : (News room odisha) -
ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖଣି ଖାଇକୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ଏହି ବସ୍ କେଡିଆ ଡିଷ୍ଟିଲେରୀର ୨୭ ଜଣ କର୍ମଚାରୀଙ୍କୁ ନେଇ କୁମାରୀରୁ ଭିଲାଇକୁ ଫେରୁଥଲା । ମଙ୍ଗଳବାର ରାତି ପ୍ରାୟ ୯ଟାରେ ଖାପ୍ରି ନିକଟରେ ଭାରସାମ୍ୟ ହରାଇ ବସ୍ ୫୦ ଫୁଟ ତଳକୁ ଏକ ମୋରମ ଖଣିରେ ଖସିପଡ଼ିଥିଲା | ଏହି ଦୁର୍ଘଟଣାରେ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ୧୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍ ଏବଂ ପୋଲିସ ଟିମ୍ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଜୀବନହାନି ନେଇ ଦୁଃଖ ପ୍ରକାଶ କରିଛନ୍ତିି। The post ଖଣିକୁ ଖସିଲା ବସ୍, ୧୨ ମୃତ appeared first on News Room Odisha.

Hence then, the article about ଖଣ କ ଖସ ଲ ବସ ୧୨ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଖଣିକୁ ଖସିଲା ବସ୍, ୧୨ ମୃତ )

Last updated :

Also on site :

Most Viewed News
جديد الاخبار