ବିଧାୟକ ପଦରୁ ବି ଇସ୍ତଫା ଦେଲେ ଖଟ୍ଟର ...Middle East

News by : (News room odisha) -
ଚଣ୍ଡିଗଡ଼: ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦିନକ ପରେ ମନୋହର ଲାଲ ଖଟ୍ଟର ବୁଧବାର ବିଧାନସଭା ସଦସ୍ୟତା ପଦରୁ ବି ଇସ୍ତଫା ଘୋଷଣା କରିଛନ୍ତି। ଖଟ୍ଟର କରନାଲ ଆସନରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ବିଧାନସଭାରେ କରନାଲ ଆସନରୁ ପ୍ରତିନିଧିତ୍ୱ କରିଥିବା ଖଟ୍ଟର କହିଛନ୍ତି ଯେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଏହି ନିର୍ବାଚନମଣ୍ଡଳୀ ସମ୍ଭାଳିବେ । ନାୟବ ସିଂହ ସୈନି ସରକାର ବୁଧବାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିବା କ୍ଷଣି ଖଟ୍ଟର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଘୋଷଣା କରିଥିଲେ। ନାୟବ ସୈନିକ ମଙ୍ଗଳବାର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଖଟ୍ଟରଙ୍କ ସ୍ଥାନ ନେଇଥିଲେ । ଖଟ୍ଟର କହିଛନ୍ତି, “ଗୃହର ନେତା ଭାବେ ମୁଁ ଗତ ସାଢ଼େ ୯ ବର୍ଷ ଧରି କାର୍ଯ୍ୟ କଲି। ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ହରିୟାଣାର ଲୋକଙ୍କୁ ସେବା କରିବି। ” The post ବିଧାୟକ ପଦରୁ ବି ଇସ୍ତଫା ଦେଲେ ଖଟ୍ଟର appeared first on

Hence then, the article about ବ ଧ ୟକ ପଦର ବ ଇସ ତଫ ଦ ଲ ଖଟ ଟର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବିଧାୟକ ପଦରୁ ବି ଇସ୍ତଫା ଦେଲେ ଖଟ୍ଟର )

Last updated :

Also on site :

Most Viewed News
جديد الاخبار