ବିଜେପିରେ ମିଶିଲେ ଅଶୋକ ଚହ୍ବାନ ...Middle East

News by : (News room odisha) -
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ମଙ୍ଗଳବାର ଶାସକ ଦଳ ବିଜେପିରେ ଯୋଗ ଦେଇଛନ୍ତି। ସୋମବାର ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ, ଦଳର ମୁମ୍ବାଇ ମୁଖ୍ୟ ଆଶିଷ ଶେଲାର ଓ କ୍ୟାବିନେଟ୍ ମନ୍ତ୍ରୀ ଗିରିଶ ମହାଜନଙ୍କ ଉପସ୍ଥିତିରେ ମୁମ୍ବାଇର ପାର୍ଟି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ୬୫ ବର୍ଷୀୟ ଚହ୍ବାନ । ବିଜେପିରେ ଯୋଗଦେବା ପୂର୍ବରୁ ଚହ୍ବାନ କହିଥିଲେ, ଆଜି ମୋ ଜୀବନର ଏକ ନୂଆ ରାଜନୈତିକ କ୍ୟାରିୟର ଆରମ୍ଭ ହେବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କଠାରୁ କଲ୍ ଆସିଥିଲା କି ବୋଲି ଯେତେବେଳେ ଚହ୍ବାନଙ୍କୁ ପଚରାଯାଇଥିଲା, ସେ କୌଣସି ଉତ୍ତର ଦେଇନଥିଲେ । ପୂର୍ବତନ କଂଗ୍ରେସ ଏମଏଲସି ଅମରନାଥ ରାଜୁରକର ଏବଂ ମରାଠୱାଡାର ନାନ୍ଦେଡରୁ ତାଙ୍କ ଘରୋଇ ଜିଲ୍ଲାର ଚହ୍ବାନ

Hence then, the article about ବ ଜ ପ ର ମ ଶ ଲ ଅଶ କ ଚହ ବ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବିଜେପିରେ ମିଶିଲେ ଅଶୋକ ଚହ୍ବାନ )

Last updated :

Also on site :

Most Viewed News
جديد الاخبار