ଇରାନ ଉପରେ ପାକିସ୍ତାନର ପାଲଟା ଆକ୍ରମଣ ...Middle East

News by : (News room odisha) -
ଇସଲାମାବାଦ: ତିକ୍ତ ହେବାରେ ଲାଗିଛି ପାକିସ୍ତାନ-ଇରାନ ସମ୍ପର୍କ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଇରାନ୍ ମିସାଇଲ୍ ମାଡ଼ କରିବା ପରେ ପାକିସ୍ତାନ ଏହାର ଜବାବ ଦେଇଛି । ଇରାନ ଉପରେ ପାଲଟା ଆକ୍ରମଣ କରିଛି ପାକିସ୍ତାନ । ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୂର୍ବ ଇରାନର ସରୱାନ ସହର ନିକଟରେ ପାକିସ୍ତାନୀ ବାୟୁସେନା ବାଲୁଚ୍ ଆତଙ୍କବାଦୀ ଗୋଷ୍ଠୀର ଆଡ୍ଡା ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନରେ ଥିବା ବାଲୁଚ ଲିବରେସନ ଆର୍ମି ଏବଂ ବାଲୁଚ ଲିବରେସନ ଫ୍ରଣ୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ । ତେବେ ପାକ୍ ଆକ୍ରମଣ ନେଇ ଇରାନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଥିବା ‘ଜୈଶୁଲ ଅଦଲ’ ନାମକ ଆତଙ୍କବାଦୀ ସଂଗଠନ ଆଡ୍ଡା ଉପରେ ଇରାନ ଗତକାଲି ମିସାଇଲ୍ ମାଡ଼ କରିଥିଲା । ଏହି ଆତଙ୍କବାଦୀ ସଂଗଠନ ନିକଟରେ ଇରାନର ସୁରକ୍ଷା ବାହିନୀ ଉ

Hence then, the article about ଇର ନ ଉପର ପ କ ସ ତ ନର ପ ଲଟ ଆକ ରମଣ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଇରାନ ଉପରେ ପାକିସ୍ତାନର ପାଲଟା ଆକ୍ରମଣ )

Last updated :

Also on site :

Most Viewed News
جديد الاخبار