ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ ...Middle East

News by : (News room odisha) -
॥ ବାଲ କାଣ୍ଡ ॥ ଵୈଠୋରି ଆସନ ଆରତୀ କରି ନିରଖି ବରୁ ସୁଖୁ ପାଵହୀଂ । ମନି ବସନ ଭୁଷନ ଭୁରି ବାରହିଂ ନାରି ମଂଗଲ ଗାଵହୀଂ ॥ ବ୍ରହ୍ମାଦି ସୁରବର ବିପ୍ର ବେଷ ବନାଇ କୌତୁକ ଦେଖହିଂ। ଅବଲୋକି ରଘୁକୁଲ କମଲ ରବି ଛବି ସୁଫଲ ଜୀବନ ଲେଖହୀଂ ॥ ଭାବାର୍ଥ – ଶ୍ରୀରାମଙ୍କୁ ଆସନରେ ବସାଇ ସଧବା ମା’ମାନେ ଆଳତୀ କରି ବନ୍ଦାପନା କଲେ ଆଉ ବରକୁ ନିକଟରୁ ଦେଖି ବହୁତ ଖୁସି ହେଲେ । ଅନେକ ପ୍ରକାରର ମଣି, ଆଭୂଷଣ ଓ ସୁନ୍ଦର ବସ୍ତ୍ରାଦି ବନ୍ଦାପନାରେ ସମର୍ପଣ କରି ମଙ୍ଗଳ ଗୀତ ଗାଇଲେ । ବ୍ରହ୍ମାଦି ଶ୍ରେଷ୍ଠ ଦେବଗଣ ବ୍ରାହ୍ମଣଙ୍କ ବେଶରେ ଆସି ଏହି ସବୁ ଆନନ୍ଦମୟ ଦୃଶ୍ୟକୁ ଦେଖୁଥାଆନ୍ତି । ସମସ୍ତ ଦେବତା ରଘୁକୁଳରୂପୀ ପଦ୍ମଫୁଲ କୁ ପ୍ରଫୁଲ୍ଲିତ କରୁଥିବା ସ୍ବର୍ଯ୍ୟରୂପି ଶ୍ରୀରାମଚନ୍ଦ୍ରଙ୍କୁ ବର ବେଶରେ ଦେଖି ନିଜ ଜୀବନ ଯେପରି ଧନ୍ୟ ହୋଇଗଲା ସେହିପରି ଅନୁଭବ କଲେ । The post ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ appeared first on News Room Odisha.

Hence then, the article about ଶ ର ର ମଚର ତ ମ ନସ ବ ଲ କ ଣ ଡ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ )

Last updated :

Also on site :

Most Viewed News
جديد الاخبار