କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆସିଲା ୭୦୨ ନୂଆ ମାମଲା, ୬ ଜଣଙ୍କ ମୃତ୍ୟୁ ...Middle East

News by : (News room odisha) -
ନୂଆଦିଲ୍ଲୀ: ଦେଶରେ ଥଣ୍ଡା ବଢ଼ିବା ସହ କରୋନା ମାମଲା ମଧ୍ୟ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ସକ୍ରିୟ ମାମଲା ୪୦୯୭କୁ ବୃଦ୍ଧି ପାଇଛି | କୋଭିଡ୍-୧୯ ଯୋଗୁଁ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ଗତକାଲି କୋଭିଡର ୫୨୯ ମାମଲା ଆସିଥିଲା ଓ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଉଭୟ ନୂଆ ମାମଲା ଓ ମୃତ୍ୟୁରେ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ୍.୧ର ଏପର୍ଯ୍ୟନ୍ତ ୧୧୦ଟି ନୂଆ ମାମଲା ରିପୋର୍ଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏଥିମଧ୍ୟରୁ ଗୁଜୁରାଟରେ ସର୍ବାଧିକ ସଂଖ୍ୟକ ଜେଏନ୍.୧ ମାମଲା ମିଳିଛି। ଗୁଜୁରାଟରେ ୩୬, କର୍ଣ୍ଣାଟକରେ

Hence then, the article about କର ନ ଅପଡ ଟ ଗତ ୨୪ ଘଣ ଟ ର ଆସ ଲ ୭୦୨ ନ ଆ ମ ମଲ ୬ ଜଣଙ କ ମ ତ ୟ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆସିଲା ୭୦୨ ନୂଆ ମାମଲା, ୬ ଜଣଙ୍କ ମୃତ୍ୟୁ )

Last updated :

Also on site :

Most Viewed News
جديد الاخبار