ଆଉ ଦୁଇ ବିରୋଧୀ ସାଂସଦ ନିଲମ୍ବିତ ...Middle East

News by : (News room odisha) -
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ନେଇ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିବା ବେଳେ ବୁଧବାର ଆଉ ଦୁଇଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଚେୟାରକୁ ଅବମାନନା ପାଇଁ ଚଳିତ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ବାଚସ୍ପତି ଦୁଇ ବିରୋଧୀ ସାଂସଦ ସି ଥୋମାସ୍ ଏବଂ ଏମ୍ ଆରିଫଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଲୋକସଭା ଓ ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚଛି । ମଙ୍ଗଳବାର ଲୋକସଭାରୁ ୪୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ଲୋକସଭାର ୩୩ ଏବଂ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡିସେମ୍ବର ୧୪ରେ ଲୋକସଭାର ୧୩ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ସସପେଣ୍ଡ୍ କରାଯାଇଥିଲା। The post ଆଉ ଦୁଇ ବିରୋଧୀ ସାଂସଦ ନିଲମ୍ବିତ appeared first on News Room Odisha.

Hence then, the article about ଆଉ ଦ ଇ ବ ର ଧ ସ ସଦ ନ ଲମ ବ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଉ ଦୁଇ ବିରୋଧୀ ସାଂସଦ ନିଲମ୍ବିତ )

Last updated :

Also on site :

Most Viewed News
جديد الاخبار