୪ ନକଲି ମାଓବାଦୀ ଗିରଫ  ...Middle East

News by : (News room odisha) -
ରାୟଗଡ଼ା – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତିଚାରି ଜଣ ନକଲି ମାଓବାଦୀ । ଅଭିଯୁକ୍ତମାନେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକଙ୍କୁ ମାଓବାଦୀ ନାମରେ ଧମକ ଦେଇ ୬୦ ଲକ୍ଷ ଟଙ୍କା ମାଗୁଥିଲେ। ପୁଲିସ ଏହାର ତଦନ୍ତ କରି ଦୁଇ ଯୁବତୀଙ୍କ ସହ ଚାରିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଶୀପୁର ଥାନା ଅନ୍ତର୍ଗତ ମାଳି ଗାଁର ପିଣ୍ଟୁ ଓରଫ ରମେଶ ନାଏକ, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମର ସୂର୍ଯ୍ୟ ଓରଫ ଯଶୋବନ୍ତ ନାଏକ, ପତ୍ନୀ ବର୍ଷା ନାଏକ ଏବଂ ଝାରସୁଗୁଡା ଅଞ୍ଚଳର କଲ୍ୟାଣୀ ପଞ୍ଚ ଭୟା । ମାଓବାଦୀ ନାମରେ ଧମକ ମିଳୁଥିବା ନେଇ ପରମାନନ୍ଦ ନାଏକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଏସଡିପିଓଙ୍କ ନେତୃତ୍ୱରେ ଦୋରା ଗୁଡ଼ା ଥାନା ଆଇଆଇସି କିରଣ ବାଳା ସାମଲ ଓ ପୋଲିସ ଟିମ ଏହାର ତଦନ୍ତ କରି ଚାରି ନକଲି ମାଓବାଦୀଙ୍କୁ ଗିରଫ କରିଛନ୍ତି ।ଏଥିସହ ଦୁଇଟି ମାଓ ଲିଫଲ

Hence then, the article about ୪ ନକଲ ମ ଓବ ଦ ଗ ରଫ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ୪ ନକଲି ମାଓବାଦୀ ଗିରଫ  )

Last updated :

Also on site :

Most Viewed News
جديد الاخبار