ବ୍ରହ୍ମପୁର ଔଷଧ ଦୋକାନରୁ ଚୋରି ...Middle East

News by : (News room odisha) -
ବ୍ରହ୍ମପୁର: ସ୍ଥାନୀୟ ବିଜିପୁର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ କେସିଏମ୍ ମେଡିକାଲ ଷ୍ଟୋରରୁ ବୁଧବାର ମଧ୍ୟ ରାତ୍ରରେ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ଗ୍ରୀଲ୍ ଓ ତାଲା ସମେତ କ୍ୟାସ୍ କାଉଣ୍ଟର୍ ଆଲମାରୀ ଭାଙ୍ଗି ନଗଦ ପ୍ରାୟ ଏକ ଲକ୍ଷ ଟଙ୍କା, ଦୁଇଟି ଲାପଟପ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ କରି ନେଇଛନ୍ତି। ଦିନତମାମ ଯାବତୀୟ ଔଷଧ ବିକ୍ରି ବାବଦରେ ଏହି ଟଙ୍କା ଗଚ୍ଛିତ ରହିଥିଲା। ଚୋରମାନେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଷ୍ଟୋରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି। The post ବ୍ରହ୍ମପୁର ଔଷଧ ଦୋକାନରୁ ଚୋରି appeared first on News Room Odisha.

Hence then, the article about ବ ରହ ମପ ର ଔଷଧ ଦ କ ନର ଚ ର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ବ୍ରହ୍ମପୁର ଔଷଧ ଦୋକାନରୁ ଚୋରି )

Last updated :

Also on site :

Most Viewed News
جديد الاخبار