ଭାରତର ସଫଳତାରେ ଚୀନ୍ ଈର୍ଷାନ୍ବିତ ! ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ନେଇ ଉଠାଇଲା ପ୍ରଶ୍ନ ...Middle East

News by : (News room odisha) -
ନୂଆଦିଲ୍ଲୀ:ଭାରତ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ହୋଇଥିଲା ଭାରତ । ତେବେ ଭାରତର ଏହି ସଫଳତାକୁ ହଜମ କରିପାରୁ ନାହିଁ ଚୀନ୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବା ଭାରତର ଦାବି ମିଛ ବୋଲି କହିଛନ୍ତି ଚୀନ୍‌ର ପ୍ରଥମ ଚନ୍ଦ୍ର ମିଶନର ମୁଖ୍ୟ ବୈଜ୍ଞାନିକ ଓୟାଙ୍ଗ ଜିୟୁଆନ୍ । ଚନ୍ଦ୍ରଯାନ-୩ ନେଇ ଚୀନ୍‌ର ସବୁଠୁ ବଡ଼ ବୈଜ୍ଞାନିକଙ୍କ ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ କି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସ୍ଲିପ୍ ମୋଡରୁ ବିକ୍ରମ ଲ୍ଯାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ସକ୍ରିୟ କରିବାକୁ ଚେଷ୍ଟା କରୁଛି । ଚୀନ୍‌ର ମହାକାଶ ଗବେଷଣାର ଜନକ କୁହାଯାଉଥିବା ଓୟାଙ୍ଗ କହିଛନ୍ତି, ‘ଚନ୍ଦ୍ରଯାନ -୩ ର ଅବତରଣ ସ୍ଥାନ ଚନ୍ଦ୍ରର ଦକ୍ଷିଣ ମେରୁରେ ହୋଇନାହିଁ | ଏହା ଦକ୍ଷିଣ ମେରୁ ଠାରୁ ୬୧୯ କିଲୋମିଟର ଦୂରରେ ଅବତରଣ କରିଥିଲା ।

Hence then, the article about ଭ ରତର ସଫଳତ ର ଚ ନ ଈର ଷ ନ ବ ତ ଦକ ଷ ଣ ମ ର ର ଚନ ଦ ରଯ ନ ୩ର ଅବତରଣ ନ ଇ ଉଠ ଇଲ ପ ରଶ ନ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଭାରତର ସଫଳତାରେ ଚୀନ୍ ଈର୍ଷାନ୍ବିତ ! ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ନେଇ ଉଠାଇଲା ପ୍ରଶ୍ନ )

Last updated :

Also on site :

Most Viewed News
جديد الاخبار