୩୦ ହଜାର ବୋତଲରେ ୨୩ ଫୁଟର ହାତୀ ...Middle East

News by : (News room odisha) -
ବ୍ରହ୍ମପୁର: ବେଷ୍ଟ ଆଉଟ୍‌ ଅଫ୍‌ ଓ୍ବେଷ୍ଟ… ଆବର୍ଜନାରୁ ସୁନ୍ଦର କଳାକୃତି ସୃଷ୍ଟି କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଓ୍ବେଷ୍ଟ ଟୁ ଓ୍ବେଲଥ ସ୍ଲୋଗାନକୁ ବାସ୍ତବତାରେ ପରିଣତ କରି ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ଶିଳ୍ପ ତାଲିମ ଅନୁଷ୍ଠାନ ଏ ସମ୍ବନ୍ଧୀୟ ରେକର୍ଡ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଆଇଟିଆଇ ପରିସରରେ ନିର୍ମିତ ଓପନ୍‌ ଏୟାର୍‌ ସ୍କ୍ରାପ୍‌ ପାର୍କରେ ଯୋଡ଼ି ହବାକୁ ଯାଉଛି ଆଉ ଏକ କଳାକୃତି। ଏହି ଶିକ୍ଷାନୁଷ୍ଠାନର ପ୍ରଶିକ୍ଷାର୍ଥୀମାନେ ତିଆରି କରିଛନ୍ତି ୨୩ ଫୁଟ ଉଚ୍ଚ ବିରାଟ ହାତୀର ପ୍ରତିକୃତି। ତେବେ ଉଲ୍ଲେଖନୀୟ କଥା ହେଉଛି ଏହା ନିର୍ମାଣ କରିବାକୁ ବ୍ୟବହୃତ ହୋଇଛି ୩୦ ହଜାର ଅବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ। ବର୍ତ୍ତମାନ ସମୟରେ ଲୋକେ ଦୈନିକ ହଜାର ହଜାର ପ୍ଲାଷ୍ଟିକ୍‌ ବୋତଲ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦେଉଛନ୍ତି। ସେ ଥଣ୍ଡା ପାଣି ହେଉ କି ଥଣ୍ଡା ପାନୀୟ ଅଥବା ଅନ୍ୟାନ୍ୟ ତରଳ ବା ଅର୍ଦ୍ଧତରଳ ସାମଗ୍ରୀ

Hence then, the article about ୩୦ ହଜ ର ବ ତଲର ୨୩ ଫ ଟର ହ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ୩୦ ହଜାର ବୋତଲରେ ୨୩ ଫୁଟର ହାତୀ )

Last updated :

Also on site :

Most Viewed News
جديد الاخبار