ଘୋଡାପଙ୍କା ଡବଲ ମର୍ଡର ଘଟଣାରେ ୮ ଗିରଫ ...Middle East

News by : (News room odisha) -
ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଘୋଡାପଙ୍କା ଗାଁରେ ଡବଲ ମର୍ଡର ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି। ସୋମବାର ଗୁଣି ଗାରେଡ଼ି ସନ୍ଦେହରେ ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା । ପ୍ରଥମେ କପିଳେନ୍ଦ୍ରଙ୍କୁ ଘରେ ପଶି ହତ୍ୟା କରିଥିଲେ ଦୁର୍ବୃତ୍ତ । ପରେ ତାଙ୍କୁ ସ୍ତ୍ରୀ ଗାଁ ଦାଣ୍ଡରେ ହତ୍ୟା କରାଯାଇଥିଲା। ପୋଲିସ ଏହି ଘଟଣାରେ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ୮ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଛୁରୀ ଜବତ କରିଛି ପୋଲିସ। The post ଘୋଡାପଙ୍କା ଡବଲ ମର୍ଡର ଘଟଣାରେ ୮ ଗିରଫ appeared first on News Room Odisha.

Hence then, the article about ଘ ଡ ପଙ କ ଡବଲ ମର ଡର ଘଟଣ ର ୮ ଗ ରଫ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଘୋଡାପଙ୍କା ଡବଲ ମର୍ଡର ଘଟଣାରେ ୮ ଗିରଫ )

Last updated :

Also on site :

Most Viewed News
جديد الاخبار