ଏନଡିଏରେ ମିଶିଲା ଜେଡିଏସ୍ ...Middle East

News by : (News room odisha) -
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ଦଳ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଜେଡିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଶୁକ୍ରବାର ତାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ଏନଡିଏରେ ଜେଡିଏସ୍ ମିଶିବା ନେଇ ଔପଚାରିକ ଘୋଷଣା ହୋଇଥିଲା । ଏହି ଅବସରରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଆସନ ଭାଗବଣ୍ଟା ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ତେବେ କୁମାରସ୍ବାମୀ କହିଛନ୍ତି ଯେ ତାଙ୍କ ଦଳ ତରଫରୁ ସେଭଳି କିଛି ଦାବି ହୋଇନାହିଁ । The post ଏନଡିଏରେ ମିଶିଲା ଜେଡିଏସ୍ appeared first on News Room Odisha.

Hence then, the article about ଏନଡ ଏର ମ ଶ ଲ ଜ ଡ ଏସ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏନଡିଏରେ ମିଶିଲା ଜେଡିଏସ୍ )

Last updated :

Also on site :

Most Viewed News
جديد الاخبار