ଜୈନ ଷ୍ଟିଲରେ ଜିଏସଟି ବିଭାଗର ଚଢ଼ାଉ ...Middle East

News by : (News room odisha) -
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ହଲଦୀ ରୋଡ଼ ସ୍ଥିତ ଜୈନ ଷ୍ଟିଲ ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ ବଲାଙ୍ଗୀର ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଛି । ବଲାଙ୍ଗୀର ଜିଏସଟି ଏନଫୋର୍ସମେଣ୍ଟର ୬ ଜଣିଆ ଟିମ୍ ଚଢାଉ କରିଥିଲେ । କାଗଜପତ୍ର ଏବଂ ଷ୍ଟକ ଯାଞ୍ଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି । ଦୋକାନ ମାଲିକ ଜଗତ କୁମାର ଜୈନ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ଆସିଥିଲା । ତେଣୁ ଚଢାଉ କରାଯାଉଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆଡ଼ିସିନାଲ୍ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ସହକାରୀ ଜିଏସଟି ଅଫିସର ସରୋଜ ବେରିହା, ଉମାକାନ୍ତ ମାଝୀ, ପୂଣ୍ଣେନ୍ଦୁ ଶବର ପ୍ରମୁଖ କାଗଜପତ୍ର ଯାଞ୍ଚ କରୁଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲ

Hence then, the article about ଜ ନ ଷ ଟ ଲର ଜ ଏସଟ ବ ଭ ଗର ଚଢ ଉ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଜୈନ ଷ୍ଟିଲରେ ଜିଏସଟି ବିଭାଗର ଚଢ଼ାଉ )

Last updated :

Also on site :

Most Viewed News
جديد الاخبار